ନର୍ଲା: ଡଙ୍ଗର ମାଲ ଗ୍ରାମର ତିଲୋକ ରାମ ବେମାଲଙ୍କ ମିଥ୍ୟା ନିଖୋଜ ଘଟଣାକୁ ନେଇ ଉଦିଆ ବେମାଲଙ୍କ ନାମରେ ଥାନରେ ଅଭିଯୋଗ କଲେ ଖିତିଶୁତା ମାଝୀ
Narala, Kalahandi | Jul 30, 2025
ଗତ କିଛି ଦିନ ତଳେ ଡଙ୍ଗର ମାଲ ଗ୍ରାମର ଟିଲୋକ ରାମ ବେମାଲ ବିଶାଖାପାଟଣା ଷ୍ଟେସନ ଠାରେ ନିଖୋଜ ହୋଇଥିଲା ଘଟଣାକୁ ନେଇ ନିଖୋଜ ବ୍ୟକ୍ତି ଙ୍କ ନାନୀ...