ଗୋଲନ୍ତରା: ସୁରଳ ଜଙ୍କସନରେ ଦୁର ହେବ ପାଣି ସମସ୍ୟା, ବିଧାୟକଙ୍କ ହସ୍ତକ୍ଷେପ ପରେ ଖୋଲହେଲା ବୋରୱେଲ
ଦୀର୍ଘ ବର୍ଷ ଧରି ଗିରିସୋଲା ପଂଚାୟତ ସୁରଲ ଜଙ୍କସନଠାରେ ବିଶୁଦ୍ଧ ପାନୀୟ ଜଳର ଅସୁବିଧା ଦେଖା ଦେଇଥିଲା l ସେଠାକାର ଜନ ସାଧାରଣ ଏହି ସମସ୍ୟା ନେଇ ଚିକିଟି ବିଧାୟକ ମନୋରଞ୍ଜନ_ଦ୍ୟାନ୍_ସାମନ୍ତରାଙ୍କୁ ଅଭିଯୋଗ କରିବା ପରେ ନୂତନ ନଳ କୂପ ଆଜି ଖନନ ଆରମ୍ଭ ହୋଇଛି l