କଟକ ପୌରାଞ୍ଚଳ: ମର୍କତନଗର ଅଞ୍ଚଳରେ ରହୁଥିବା ଜଣେ ନାବାଳିକାକୁ ଅପହରଣ ନେଇ ସୋମବାର ଥାନାରେ ଏତଲା ହୋଇଛି।
Cuttack M Corp PS, Cuttack | Jul 14, 2025
ମର୍କତନଗର ଅଞ୍ଚଳରେ ରହୁଥିବା ଜଣେ ନାବାଳିକାକୁ ଅପହରଣ ନେଇ ଥାନାରେ ଏତଲା ହୋଇଛି। ଏହି ଅଭିଯୋଗ ଆଧାରରେ ସୋମବାର ସନ୍ଧ୍ୟା ୭ଟାରେ ପୁଲିସ ମାମଲା...