ସନ୍ଧ୍ୟା 6 ଟା ରେ ଏକ ବିଷାକ୍ତ ରଣା ସାପ ଉଦ୍ଧାର କରା ଯାଇଛି l ବାହାର ଅଞ୍ଚଳ ରୁ ରଣା ସାପ ଟି ଶ୍ରୀବତ୍ସ ଙ୍କ ଘର ଭିତରୁ କୁ ପଶି ଆସିଥିଲା l ଉକ୍ତ ରଣା ସାପ କୁ ଶ୍ରୀବତ୍ସ ଦେଖି ଘଉଡ଼ାଇ ଥିଲେ ମଧ୍ୟ ରଣା ସାପ ତାଙ୍କ ଘରୁ ଯାଇନଥିଲା l ପରେ ଭୟ ରେ ଶ୍ରୀବତ୍ସ ଙ୍କ ପରିବାର ଲୋକେ ଘର ବାହାର କୁ ପଳାଇ ଆସିଥିଲେ l ପରେ କିପରି ସୁରକ୍ଷିତ ଅବସ୍ଥା ରେ ଉକ୍ତ ରଣା ସାପ ଉଦ୍ଧାର ହେବ ସେ ନେଇ ଶ୍ରୀବତ୍ସ ସାପ ଉଦ୍ଧାର କାରି ମାଧ ପୁର ଅଞ୍ଚଳ ର