ବାସୁ ଦେବ ପ୍ରଧାନ ଓ ତାଙ୍କ ପତ୍ନୀ କୁମଦିନୀ ପ୍ରଧାନ ହତ୍ୟା କରିବା ପାଇଁ ଧମକ ଦେଇଥିବା ମିଲି ରବିବାର ଦିନ ହଣ୍ଡପା ଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ ପତ୍ର ରେ ଉଲେଖ କରିଛନ୍ତି ଜେ ସେ ଏକ ବିଦ୍ୟାଳୟ ରେ ରୋଷେଇ କରୁଥିବା ବେଳେ କୌଣସି କାରଣ ନ ଥାଇ ଅନେକ ସମୟ ରେ ତାଙ୍କୁ ବାସୁ ଦେବ ଓ କୁମଦିନୀ ଗାଳି ଗୁଲଜ କରୁଥିଲେ l ରବିବାର ଦିନ ସେ ଘରେ ଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଯାଇ ତାଙ୍କ ଗାଳି ଗୁଲଜ କରିବା ସହ ତାଙ୍କୁ ହତ୍ୟ