ଆଜି ରବିବାର ଦିନ ରାତ୍ର ସାତ ଘଣ୍ଟା ସମୟରେ ନର୍ଲା ବ୍ଳକ୍ ଅନ୍ତର୍ଗତ ରୁପ୍ରା ଗ୍ରାମ ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ସ୍କୁଲ ଠାରେ ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଏଥିରେ ମୁଖ୍ୟା ଅତିଥି ଭାବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିବା ବେଳେ ନର୍ଲା ବିଧାୟିକା ଉପସ୍ଥିତ ଥିଲେ