ଧର୍ମଗଡ ଥାନା ଗଡ଼ିଆଜୋର ଗାଁରେ ଅବସର ପ୍ରାପ୍ତ ଏଳଏଚବି ସୁଚିତ୍ରା ଖୁଣ୍ଟିଆ ଙ୍କୁ ହତ୍ୟା। ଘରେ ଏକୁଟିଆ ଥିବା ସମୟ ରେ ଘରେ ଗତକାଲି ବିଳମ୍ୱିତ ରାତ୍ରିରେ ପଶି ଲୁଟ ପାଟ କରିବା ସହ ଦୃର୍ବୁତ୍ତ ମାନେ ହତ୍ୟା କରି ଘରେ ଥିବା ସ୍କୁଟି କୁ ନେଇ ଫେରାର ହୋଇ ଥିବା ଅନୁମାନ। ହତ୍ୟା ର କାରଣ ଅସ୍ପଷ୍ଟ ରହିଛି ,ସୋମବାର ସକାଳ ୯ ଟା ରେ ଘଟଣା ସ୍ଥଳ କୁ ଧର୍ମଗଡ ଥାନା ପୋଲିସ ସନ୍ଧନୀ କୁକୁର ଓ ସାଇଣ୍ଟି ଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।