ବୈପାରୀଗୁଡା ବ୍ଲକରେ ନୂତନ ବିଡ଼ିଓ ଙ୍କ ଯୋଗ ଦାନ l ଆଜି ପୂର୍ବାହ୍ନ ଏଗାର ଟା ସମୟରେ ବୈପାରୀଗୁଡା ପଂଚାୟତ ସମିତି କାର୍ଯ୍ୟାଳୟରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ ସୁବ୍ରତ ସାହୁ l ପୂର୍ବରୁ ବିଡ଼ିଓ ଅଭିମନ୍ୟୁ କବି ଶତପଥି ଗତ ମେ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଏଠାରେ ସ୍ଥାୟୀ ବି.ଡ଼ି.ଓ ନିଯୁକ୍ତି ହୋଇନଥିଲେ । ପରେ ଜୟପୁର ବି.ଡ଼ି.ଓ ଶକ୍ତି ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କୋରାଯଇଥିଲା l ଆଜି ସୁବ୍ରତ ସାହୁ ନୂତନ ବିଡ଼ିଓ ଭାବେ ଯୋଗ ଦେଇଛନ୍ତି l ସେ ପୂର୍ବରୁ କୋରାପୁଟ ଡେପୁଟି କଲାକ୍ଟର ଭାବେ ଦାଇତ୍ୱ ତୁଲାଉଥିଲେ l