ଆଳି: ଆଳି ଡାକବଙ୍ଗଳା ଛକରେ ଭରସାମ୍ୟ ହରାଇ ବାଇକ ଦୁର୍ଘଟଣାଗସ୍ତ ଦୁଇ ଆହତ, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ଆଜି ଦିନ ବାରଟା ସମୟରେ କେନ୍ଦ୍ରାପଡ଼ା ରୁ ନିଜଘର ବାଲେଶ୍ଵର ଫେରିଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଆଳି ଡାକବଙ୍ଗଳା ଛକରେ ଭରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗସ୍ତ, ବାଇକରେ ଥିବା ଦୁଇ ଜଣ ଆହତ। ସ୍ଥାନୀୟ ଲୋକଙ୍କ ଦ୍ୱାରା ୧୦୮ଆମ୍ବୁଲାନ୍ସ ଯୋଗେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି। ଦୁଇ ଆହତଙ୍କ ଘର ବାଲେଶ୍ଵର ହୋଇଥିବା ବେଳେ ଜଣେ ସିପୁନ ଦାସ ହୋଇଥିବା ବେଳେ ଅନ୍ୟଜଣେ ସୋମ୍ୟରଞ୍ଜନ ଦାସ ବୋଲି ଜଣାପଡିଛି।