ବ୍ରହ୍ମଗିରି: ବ୍ରହ୍ମଗିରି ଠାରେ ଅଡିନାରୀ ଲେଫ୍ଟନାଣ୍ଟ ଙ୍କ ଅବଶରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ସୋମବାର ୪ ଘଟିକା ସମୟରେ ବ୍ରହ୍ମଗିରି ଠାରେ ଅଡିନାରୀ ଲେଫ୍ଟନାଣ୍ଟ ବିରାଜ ବସନ୍ତ ଛୋଟରାୟଙ୍କ ଅଵଶର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୩୦ ବର୍ଷଧରି ମାଟିମାର ସେବା ପରେ ନିଜ ଜନ୍ମମାଟିକୁ ଫେରିବା ପରେ ଅଞ୍ଚଳରେ ବିଭିର୍ନ ସଙ୍ଘଠନ ତରଫରୁ ବିପୁଳ ସ୍ଵାଗତ କରାଯାଛି।