ରବିବାର ସକାଳୁ ସକାଳୁ ନନ୍ଦପୁର ଏସ ଡି ପି ଓ ଦେବେନ୍ଦ୍ର କୁମାର ମଲ୍ଲିକ ନନ୍ଦପୁର ସଦର ମହକୁମା ପଞ୍ଚାୟତ ହାଡ଼ପୁଟ ଗ୍ରାମ କୁ ପରିଦର୍ଶନ କରିବା କୁ ଯାଉଥିବା ସମୟ ରେ ଧାନ ଖୋଲା ରେ ଚାଷୀ ଭାଇ ମାନେ ଧାନ ମଣ୍ଡାଉ ଥିବା ବେଳେ ଗାଡି ଅଟକାଇ ଧାନ ଖୋଲା ନିକଟ କୁ ଯାଇ ଥିଲେ l ଦୀର୍ଘ ସମୟ ଧରି ଚାଷୀ ଭାଇ ମାନେ ଖୋଲା ରେ ଧାନ ମଣ୍ଡାଇ କୂଲା ରେ ଧାନ ଉ ଡ଼ା ଲୁ ଥିବା ଦୃଶ୍ୟ କୁ ଦେଖି ଖୁବ୍ ଆନନ୍ଦ ନେବା ସହ ନିଜେ ମଧ୍ୟ କୂଲା ଦ୍ବାରା ଧାନ ଉଡାଲି ବେଶ ମଜା ନେଇଥିବା ଦିନ୧୦ ସମୟରେ ଦେଖିବାକୁ ମିଳିଛିl