ଉଦଳା: ଡ୍ରାଇଭର ମହାସଂଘର ଅନିର୍ଦ୍ଧିଷ୍ଟ କାଳ ଷ୍ଟିଅରିଂ ଛାଡ ଆନ୍ଦୋଳନର ୨ୟ ଦିନ; ଉଦଳାରେ ସାମିଲ ହେଲେ ଉଦଳା ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ
Udala, Mayurbhanj | Jul 9, 2025
ଗତକାଲି ଠାରୁ ଓଡିଶା ଡ୍ରାଇଭର ମହାସଂଘର ଅନିର୍ଦ୍ଧିଷ୍ଟ କାଳ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରୀ ରହିଥିବା ବେଳେ ବୁଧବାର ଦିନ ଦ୍ୱିତୀୟ ଦିନର...