ଜୁନାଗଡ: କାନ୍ଦୁଲଝେର ରୁ ଧଅରାମାଳ ଯିବା ରାସ୍ତା ପୁରୁଣାପାଣି ଚାରିଛକ ରେ ବାଇକ କୁ ପିଟିଲା ବୋଲେରୋ ଜଣେ ଗୁରୁତ୍ୱର
କାନ୍ଦୁଲଝେର ରୁ ଧଅରାମାଳ ଯିବା ରାସ୍ତା ପୁରୁଣାପାଣି ଚାରିଛକ ରେ ବାଇକ କୁ ପିଟିଲା ବୋଲେରୋ ଜଣେ ଗୁରୁତ୍ୱ ଆଜି 29ତାରିଖ ଶନିବାର ସନ୍ଧ୍ୟା 5ଟାରେ କାନ୍ଦୁଲଝେର ରୁ ଧଅରାମାଳ ଯିବା ରାସ୍ତା ପୁରୁଣାପାଣି ଚାରିଛକ ରେ ବାଇକ କୁ ପିଟିଲା ବୋଲେରୋ ଜଣେ ଗୁରୁତର ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଏକ ବାଇକ OD03N7941 ରେ ତୁଷାର ଯୁଆଡ କାନ୍ଦୁଲଝେର ରୁ ଧାଅରlମାଳ କୁ ଫେରୁ ଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ବାଇକ କୁ ଧକ୍କା ଦେଇ ବୋଲେରୋ ଟି ରାସ୍ତା ରେ ଓଲଟି ପଡିଥିଲା ତେବେ ବୋଲେରୋ ଚାଲକ ଘଟଣାରୁ ଫେରାର ମାରିଥିବା ବେଳେ ବାଇକ ଚାଲକ ଗୁରୁତର ହୋଇ ଭବାନୀପାଟଣା ମେଡିକାଲ ରେ