ରାୟପୁରରୁ ମାଲ ଲୋଡ କରି କେସିଙ୍ଗାରେ ଅନଲୋଡ କରି ଟିଟିଲାଗଡ଼କୁ ଫେରୁଥିବା ବେଳେ କେନମୁଡ଼ି ବାଏପାସ ନିକଟରେ କିଛି ଯୁବକ ଟ୍ରକ ବେଶୀ ଧୂଳି ଉଡ଼ାଉଚି ବୋଲି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତାପରେ ବି ସେମାନଙ୍କର ବାଇକ ରାସ୍ତା ଉପରେ ରଖି ଛିଡ଼ା ହୋଇଥିଲେ, ବାଇକ ଟିକେ ଶାଇଡ କରିବା ପାଇଁ କହିବାରୁ ସେମାନେ ଅଭଦ୍ର ଭାଷାରେ ପୁଣି ଗାଳିଗୁଲଜ କରିଥିଲେ। ତେବେ ଟ୍ରକ ମାଲିକ ଯିଏ କି ଟ୍ରକ ନିଜେ ଚଳାଉ ଥିଲେ ଏମ ଡି ମିରାଜ ସେମାନଙ୍କୁ ଗାଳି ଦେବାକୁ ବିରୋଧ କରିବାରୁ ତାଙ୍କୁ ଏ ଏବଂ ତାଙ୍କ ସହ ଥିବା ରୋହିତ ପୋଡ଼, ଦିନେଶ ଘିବେଲା, ଆସିସ ବଗର୍ତ୍ତିଙ୍କୁ କେନ୍ ମୁଡ଼ି ଗ୍ରାମର କିଛି ଯୁବକ ଠେ