ଜଳେଶ୍ବର: ବିଶ୍ବ ଏଡ଼ସ ଦିବସ ପାଳିତ,ଅମର୍ଦାରୋଡ ସିଦ୍ଧେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ସମେତ ବିଭିନ୍ନ ଅଂଚଳରେ ପାଳିତ
ଆଜି ବିଶ୍ବ ଏଡ଼ସ ଦିବସ ପାଳିତ।ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦାରୋଡ ସିଦ୍ଧେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ସମେତ ବସ୍ତା ବ୍ଲକର ବହୁ ଅଞ୍ଚଳରେ ସରକାରୀ,ବେସରକାରୀ ଅନୁଷ୍ଠାନ ମାନଙ୍କରେ ଏଡ଼ସ ଦିବସ ପାଳିତ ହୋଇଯାଇଛି।ଏହି ଦିବସ ଉପଲକ୍ଷେ ସ୍ଥାନୀୟ ସିଦ୍ଧେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ସଚେତନା ରାଲିକୁ ଅଧକ୍ଷ ଡ: ବେଣୁଧର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନେ ଏକ ସଚେତନତା ରାଲି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ