ଆଜି ଜୟପୁର ଷ୍ଟେଟ୍ ପକ୍ଷରୁ ସହିଦ୍ କରୁଣାକର ସିଂହ ନାଏକ୍ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ମୁନ୍ଦ୍ରଯୋର ବ୍ରିଜ କଥା ପୁଣି ଉଠେଇଛନ୍ତି ପୂର୍ବ ବିଧାୟିକା ଦିପାଳି ଦାସ୍ । ମୁନ୍ଦ୍ରା ଜୋର୍ ବ୍ରିଜ ନିର୍ମାଣ କୁ ନେଇ ସେ ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ କିନ୍ତୁ ଗତ ତିନି ମାସ ବିତିଗଲେ ସୁଧା ଏ ପର୍ଯ୍ୟନ୍ତ ନିର୍ମାଣ ନ ହୋଇଥିବାରୁ ପୁଣି ବିଧାୟକ ଙ୍କୁ କଟାକ୍ଷ କରିଛନ୍ତି ଦିପାଳି ଦାସ୍ ।