ଗୁଇନ୍ଦା ସୂଚନା ଆଧାରରେ, ୦୨ ଜଣ ଶିକାରୀ ଭାଗିରଥି ବୁଲିଉଲି ଏବଂ ବୁଧୁରାମ କାଣ୍ଡନକେଲ ଚିହ୍ନଟ କରାଯାଇଥିଲା ଏବଂ ଘର ଉପରେ ଚଢାଉ କରାଯାଇଥିଲା। ଘର ଚଢାଉ ସମୟରେ ଘର ଏବଂ ଘର ପରିସରରୁ ମଧ୍ୟରୁ ଧନୁ, ତୀର,ଜଙ୍ଗଲୀ ଘୁଷୁରୀ ୧.୭୦୦ କିଲୋଗ୍ରାମ , ଛୁରୀ,ଫାଶ ପ୍ରଭୁତି ଜବତ ହେଇଛି । ଉଭୟ ଅଭିଯୁକ୍ତଙ୍କୁ ବାରିପଦା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।