ତାଳଚେର ସଦର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପ-ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ସରକାରୀ ଘରେ ଭିଜିଲାନ୍ସ ଚଢ଼ାଉ
Talcher Sadar, Angul | Sep 2, 2024
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳ ୯ଘଟିକା ସମୟରେ ତାଳଚେର ଖଣି ଉପ-ନିର୍ଦ୍ଦେଶକଙ୍କ ସରକାରୀ ଘର ସମେତ ୮ଟି ସ୍ଥାନରେ...