କମ୍ପାନୀ ଟାଟା ପାୱାର ପକ୍ଷରୁ ସ୍ମାର୍ଟ ମିଟର ବସାଇ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ କରାଯାଉଥିବା ଶୋଷଣ କୁ ନେଇ ଗ୍ରାମ। ଞ୍ଚଳ ରେ ପ୍ରତିବାଦ ଦେଖା ଦେଇଛି । କମ୍ପାନୀ ପକ୍ଷରୁ ବିଭିନ୍ନ ଗ୍ରାମରେ ଏବେ ଏହି ମିଟର ବସାଇ ଲୋକ ଙ୍କୁ ଶୋଷଣ କରାଯାଉଥିବା ବେଳେ ଆଗାମୀ ଦିନ ରେ ଏକ ବଡ ଧରଣ ଆନ୍ଦୋଳନ କରାଯିବ ବୋଲି ରବିବାର ଦିନ ନିଷ୍ପତି ହୋଇଛି । ଏ ନେଇ କିଶୋରନଗର ବ୍ଲକ ଖଇରମୁଣ୍ଡା ନିକଟରେ ରବିବାର ଦିନ ଅପରାହ୍ନ 1 ଟା ରେ ବିଦ୍ୟୁତ୍ ଉପଭୋକ୍ତା ମ