ଜୟପୁର ସହରରେ ବିକଟାଳ ଶଦ୍ଧ କରୁଥିବା ୨୫ଟି ବୁଲେଟକୁ ଜବତ କରିଛି ଟାଉନ ପୋଲିସ । ଆଜି ଅପରାହ୍ନ 3ଟାରେ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି l ମୋଡି ଫାଇ ସାଇଲେନ୍ସର ଲଗାଇଥିବା ବୁଲେଟକୁ ଜବତ କରିଛି । ସହର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିରଟାଳ ଶଦ୍ଧ ସୃଷ୍ଟି କରି ଲୋକଙ୍କୁ ହଇରାଣ କରୁଥିଲେ । ସେମାନଙ୍କୁ ଚିହ୍ନଟ କରାଯାଇ ୨୫ ମୋଡି ଫାଇ ସାଇଲେନ୍ସର କୁ ଜବତ କରିଛି । ବୁଲେଟ ମାଲିକ ମାନେ କମ୍ପାନି ଦେଇଥିବା ସାଇପେନ୍ସର କୁ ଲଗାଇ ଥିଲେ । ପରେ ଟାଉନ ପୋଲିସ ତରଫରୁ ଜୋରି ମାନା ଆଦାୟ କରାଯାଇ ବୁଲଟେକୁ ଛଡାଯାଇଛି ।