ଓ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ 50 କେଜି ମହୁଲ ଜବତ କରିବା ସହ 2 ହଜାର ମହୁଲ ପୋଚ ନଷ୍ଟ କରିଛି l ଏଥିରେ କାହାରିକୁ ଗିରଫ କରା ଯାଇ ନାହିଁ l ଏହି ଜଙ୍ଗଲ ର ଏକ ନିଛା ଟିଆ ସ୍ଥାନ ରେ ଦେଶୀ ମଦ ରନ୍ଧା ହୋଇ ବାହାର କୁ ଚାଲାଣ କରା ଯାଉଥିବା ଅବକାରୀ ବିଭାଗ ପାଖରେ ଅଭିଯୋଗ ହେବା ପରେ ଅବକାରୀ ବିଭାଗ ପକ୍ଷରୁ ଏକ ଟିମ ଚଢ଼ାଉ କରିଥିଲା l