ଦିଗପହଣ୍ଡି: ଗୁରୁଣ୍ଠି ପଞ୍ଚାୟତ ଗ୍ରସ୍ତ କଲେ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ,ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଲେ ।
ଗୁରୁଣ୍ଠି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା । ଅଞ୍ଚଳରେ ସମସ୍ତ ଜନ ସାଧାରଣ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ ଶ୍ରୀ ଜେନା । ଅଂଚଳର ଯେଉଁ ସବୁ ସମସ୍ୟା ରହିଛି ତାହା ଅତି ଶିଘ୍ର ପୁରଣ ହେବ ବୋଲି ପ୍ରତିଶ୍ମୃତି ଦେଇଥିଲେ ମନ୍ତ୍ରୀ । ମନ୍ତ୍ରୀ ଶ୍ରୀ ଜେନା ଗୁରୁଣ୍ଠି ଗ୍ରସ୍ତ ବେଳେ ବହୁ ଲୋକଙ୍କ ସମସ୍ୟା ଭିତିକ ଅଭିଯୋଗ ପତ୍ର ମନ୍ତ୍ରୀଙ୍କୁ ପ୍ରଧାନ କରିବା ସହ ଅନୁରୋଧ କରିଥିଲେ l ମନ୍ତ୍ରୀ ଯୁବକଙ୍କୁ ନେଇ ପଞ୍ଚାୟତ ରେ ଏକ କମିଟି ଗଠନ କରିବାକୁ ଆୱାନ କରିଥିଲେ।