Public App Logo
କଟକ ପୌରାଞ୍ଚଳ: ବେଲ୍ଭ୍ୟୁ ଛକରେ ସୋମବାର ମଦ୍ୟପ ଗାଡିଚାଳକଙ୍କ ଉନ୍ମତ୍ତକାଣ୍ଡ ଯୋଗୁଁଁ ୩ଗାଡି ଭାଙ୍ଗିରୁଜି ଯାଇଛି। ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। - Cuttack M Corp PS News