ପୁରୀ ମ୍ୟୁନିସିପାଲଟି: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି, ସନ୍ଧ୍ୟା 6 ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
Puri M, Puri | Jul 29, 2025
ଆସନ୍ତାକାଲି ତା୩୦.୭.୨୦୨୫ରିଖ, ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ *ବନକଲାଗି* ନୀତି ଅନୁଷ୍ଠିତ ହେବ । ଏଣୁ...