ପଦ୍ମପୁର: ଭାରସାମ୍ୟ ହରାଇ ଗଇଲଗୁଡା ପାଖରେ ଡ଼ିଜେ ଗାଡ଼ି ଦୁର୍ଘଟଣା ଗ୍ରସ୍ତ
ଆଜି ମଙ୍ଗଳବାର ସକାଳ 6 ଟା ସମୟ ପାଖା ପାଖି ରେ ଏକ ଡିଜେ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଯୋଗ୍ୟ ଆଜି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଗଇଲଗୁଡା ପାଖରେ ଏକ ଡ଼ିଜେ ଗାଡ଼ି, ଥଣ୍ଡା ରେ ସକାଳେ କୁହୁଡି ପଡ଼ୁ ଥିବାରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡିଥିଲା। ଯ ଦ୍ୱାରା କେହି କିଛି ହୋଇ ନ ଥିବା ସୂଚନା ରହିଛି। ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଗାଡି ଟି କୀ jcb ବାହାର କରା ଯାଇଥିଲା