ଖଲ୍ଲିକୋଟ୍: କହ୍ନେଇପୁର ଗ୍ରାମରେ ବୋହୂକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ, ପ୍ରତିକ୍ରିୟା ରଖିଲେ ଶାଶୁ ଓ ଦିଅର
Khalikote, Ganjam | Jul 15, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ଗତ କାଲି ସକାଳ ସମୟରେ ଯୌତୁକ ପାଇଁ ବୋହୂକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ହୋଇଥିବା ନେଇ ଅଭିଯୋଗ...