ଅତାବିରା: ଶ୍ରାବଣ ମାସର ତୃତୀୟ ସୋମବାରରେ ସରଣ୍ଡାର ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବାଙ୍କ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ
Attabira, Bargarh (Baragarh) | Jul 28, 2025
ଅତାବିରା ବ୍ଲକ ସରଣ୍ଡାରେ ରହିଛି ବାବା ବିଶ୍ୱେଶ୍ୱରଙ୍କ ଶୈବ ପୀଠ l ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ଶୈବପୀଠ ମଧ୍ଧରେ ବାବା ବିଶ୍ବେଶ୍ବରକଂ ପୀଠ...