ପାରଳାଖେମୁଣ୍ଡି: ଗୋବିନ୍ଦପୁର ଗ୍ରାମ ସରକାରୀ ଯାମି ରେ ବୃକ୍ଷ ରୂପଣ ପ୍ରଶାସନ ର
ଗଜପତି ଜିଲ୍ଲା ଗୋବିନ୍ଦପୁର ଗ୍ରାମ ରେ କିଛି ଗ୍ରାମ ପାଇଁ ଥିବା ସରକାରୀ ଯାମି କୁ ଦଖଲ କରି ଚାଷ କରୁଥିଲେ ଉକ୍ତ ଯାମି ଗୁଡିକୁ ରେ ବନ ଭିବାଗ ଓ ଗ୍ରାମ ବାସି ବୁଧୁବାର 12ଟା ପଯନ୍ତ ବିଭିନ୍ନ ବୁକ୍ଷ୍ୟ ରୂପଣ କରାଯଇଛି ବହୁ ଗ୍ରାମ ବାସି ଉପସ୍ଥିତ ଥିଲେ ବହୁ ଦିନ ଧରି ଉକ୍ତ ଜାଗା ଗୁଡିକୁ ଦଖଲ କରି ଚାଷ କରୁଥିଲେ ସେଠୀ ଲାଗିଲା ମୂଲ୍ୟବାନ ଗଛ