ବାଲେଶ୍ବର ମ୍ୟୁନିସିପାଲଟି: ପହଲଗାମ ଆତଙ୍କି ଆକ୍ରମଣ ଘଟଣାର ଜଣେ ଆତଙ୍କୀ ହସିମ ମୂଷା କୁ ଭାରତୀୟ ସେନା ମାରିବା ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରିୟଦର୍ଶିନୀ ଶତପଥୀ।
Baleshwar M, Balasore | Jul 28, 2025
ଗତ ଏପ୍ରିଲ ୨୨ ତାରିଖ ଜାମ୍ମୁକାଶ୍ମୀର ପହଲଗାମ ଠାରେ ୨୬ ଜଣ ପର୍ଯ୍ୟଟକଙ୍କୁ ତାଙ୍କ ପରିବାର ଆଗରେ ଆତଙ୍କବାଦୀ ମାନେ ଗୁଳି କରି ହତ୍ୟା...