ଜଗତସିଂହପୁର: FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା, ନ୍ୟାୟ ପ୍ରଦାନ ଦାବିରେ ନାଉଗାଁ ଶ୍ରୀଜଗନ୍ନାଥ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Jagatsinghapur, Jagatsinghpur | Jul 15, 2025
ସୌମ୍ୟାଶ୍ରି ବିଶି ଙ୍କ ପରିବାର କୁ ନ୍ୟାୟ ପ୍ରଦାନ ଦାବୀ ରେ ନାଉଗାଁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ...