ଜଳେଶ୍ବର: ଦିବଂଗତ ସ୍ବର୍ଗତ ମନୋରଞ୍ଜନ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ପୁସ୍ତକ ଉନ୍ମୋଚନ ଧାନସିମୁଳିଆ ଗ୍ରାମରେ
ଦିବଂଗତ ସ୍ବର୍ଗତ ମନୋରଞ୍ଜନ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ପୁସ୍ତକ ଉନ୍ମୋଚନ l ଆଜି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗ ପଞ୍ଚାୟତ ସ୍ଥିତ ଧାନସିମୁଳିଆ ଗ୍ରାମର ସ୍ବର୍ଗତ ମନୋରଞ୍ଜନ ଦାସଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ପରିପେକ୍ଷିରେ ଏକ ସଭାର ଆୟୋଜନ ହୋଇଥିଲା। ସର୍ବ ପ୍ରଥମେ ତ୍ରିଲୋଚନ ବାରିକ ସ୍ମୃତି ଚାରଣ ସାମ୍ୟକ ସୂଚନା ପ୍ରଦାନ କରିଥିଲେ।