ଚୌଦ୍ବାର: ସୁନା ଅଳଙ୍କାର ଚୋରି ଅଭିଯୋଗରେ ଗଞ୍ଜାମ ଆଠବନ ଅଞ୍ଚଳରୁ ରବିବାର ଅଭିଯୁକ୍ତ କୁ ଗିରଫ କଲା ଚୌଦ୍ଵାର ପୋଲିସ
ଚୌଦ୍ଵାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ସୁନା ରୂପା ଅଳଙ୍କାର ଚୋରି କରି ନେଇଥିଲେ , ଏଇ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ରବିବାର ରାତି ୯ଟା ରେ ଚୌଦ୍ଵାର ଥାନା ପକ୍ଷରୁ ସୂଚନା ଦିଆଯାଇଛି