ପଦ୍ମପୁର: ପଦ୍ମପୁର ମହିଳା ମହାବିଦ୍ୟାଳୟ ରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଶ୍ରେଣୀ କୋଠରୀ ର ଭିତ୍ତି ପ୍ରସ୍ତର ସ୍ଥାପନ
ଆଜି ଶୁକ୍ରବାର 1ଟା 30 ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ମହିଳା ମହାବିଦ୍ୟାଳୟ ରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଶ୍ରେଣୀ କୋଠରୀ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଓ କଲେଜ ର ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ