ଉଦଳା: ଏଆଇ କ୍ୟାମେରା ପୁଣି ଧରାଇଲା ଉଦଳା ଓ କପ୍ତିପଦା ଅଞ୍ଚଳର ୫ଜଣ ଶିକାରୀ; ୨ଟି ଦେଶୀ ବନ୍ଧୁକ ଓ ଗୋଲା ବାରୁଦ ଜବତ
Udala, Mayurbhanj | Jul 14, 2025
ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା ଏଆଇ କ୍ୟାମେରା ସହାୟତାରେ ପୁଣି ୫ଜଣ ଶିକାରୀ ଧରା...