ରେମୁଣା: ସାର୍ଥାରେ ବାସନ୍ତୀ ପୂଜାରେ ଯୋଗଦେଲେ ସଦର ବିଧାୟକ
ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ସାର୍ଥା ପଞ୍ଚାୟତରେ ମଙ୍ଗଳବାର ବାସନ୍ତି ପୂଜା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ଯୋଗଦେଇଥିଲେ। ବିଧାୟକ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ। ସାଥିରେ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।