ଧାନ କିଣା ପ୍ରସଙ୍ଗକୁ ନେଇ ଆଜି ଦିନ ବାରଟା ସମୟରେ ଝାରସୁଗୁଡାରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଧାନ କିଣିବାର ପ୍ରକ୍ରିୟାରେ ଯଦି କୌଣସି ମିଲର ସରକାରୀ ନିୟମ ନମାନିବେ ତାହେଲେ ତାର ଲିଷ୍ଟ ଜିଲ୍ଲାପାଳ ଦିଅନ୍ତୁ ଉକ୍ତ ମିଲର ବିଦ୍ୟୁତ କାଟ କରିବୁ ବୋଲି ସେ କହିଛନ୍ତି । ଧାନ କିଣା ପ୍ରକ୍ରିୟା କାହିଁକି ହୋଇନି କାହିଁକି କିଛି ମିଲର ବଦମାସି କରୁଛନ୍ତି ତାଙ୍କ ପଛେ କିଛି ବିରୋଧୀ ରାଜନୈତିକ ଦଳର ଲୋକ ପଛରେ ଛିଡ଼ା ହେଉଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଧାନ କିଣିବାର ଦାଇତ୍ୱ ସରକାରଙ୍କ କିଛିଦିନ ବିଳମ୍ବ ହେଉଛି ସତ କିନ୍ତୁ ମିଲର କିମ୍ବା କୌଣସିନେତା