ଜୁନାଗଡ: ଫରଙ୍ଗ ଠାରେ ଜାତୀୟ ପ୍ରେସ ଦିବସ ପାଳିତ
ଫରଙ୍ଗ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ଆଜି 16ତାରିଖ ରବିବାର ସକାଳ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଫରଙ୍ଗ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି ଆଜି ଭାରତର କୋଣ ଅନୁକୋଣ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ପଞ୍ଚାୟତ ପବ୍ଲିକ ସ୍କୁଲ ଠାରେ ଜନ କଲ୍ୟାଣ ସାମ୍ବାଦିକ ସଂଘ ପକ୍ଷରୁ ଜନକଲ୍ୟାଣ ସାମ୍ବାଦିକ ସଂଘ ର ସଭାପତି ରାମ କୁମର ସେନାପତି ଙ୍କ ନେତୃତ୍ୱରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ସାଉଲ ମଙ୍ଗରାଜ ଯୋଗ ଦେଇଥିବା ବେଳେ,