ଅତାବିରା: ଅତାବିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ପୂର୍ଣ୍ଣାଙ୍ଗ ପେନସନ ପତ୍ର ପ୍ରଦାନ ସମାରୋହ ,ଯୋଗଦେଲେ ବିଇଓ
Attabira, Bargarh (Baragarh) | Jul 31, 2025
ଅଦ୍ୟ ତା ୩୧-୦୭-୨୦୨୫ ରିଖ ଅପରାହ୍ନ ସାଢେ ଚାରିଟା ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତାବିରା ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ...