କଟକ ପୌରାଞ୍ଚଳ: ମଙ୍ଗଳବାର ସନ୍ଧ୍ୟାରେ ବକ୍ସି ବଜାର ଛକରେ ବିଜେପି ଜିଲା ପକ୍ଷରୁ ପଥପ୍ରାନ୍ତ ସଭା ଅନୁଷ୍ଠିତ।
Cuttack M Corp PS, Cuttack | Jul 22, 2025
ମଙ୍ଗଳବାର ସନ୍ଧ୍ୟା ୭ଟାରେ ବକ୍ସି ବଜାର ଛକରେ ବିଜେପି ଜିଲା ପକ୍ଷରୁ ପଥପ୍ରାନ୍ତ ସଭା ଆୟୋଜନ କରିଥିଲା। ଜିଲା ସଭାପତି ସୁକାନ୍ତ ବିଶ୍ବାଳଙ୍କ...