ତେଲକୋଇ: ଚକ୍ର ଧର ପୁର ଆୟୁଷ ଆରୋଗ୍ୟ କେନ୍ଦ୍ର ଡାକ୍ତର ସ୍ତ୍ରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ,ଲିଖିତ ଅଭିଯୋଗ ଥାନାରେ ଦେଲେ
Telkoi, Kendujhar | Jul 29, 2025
ଚକ୍ର ଧର ପୁର ଆୟୁଷ ଆରୋଗ୍ୟ କେନ୍ଦ୍ର ଡାକ୍ତର ସ୍ତ୍ରୀ ଙ୍କ ସନ୍ଦେହ ଜନକ ମୃତ୍ୟୁ ! ମୃତ୍ୟୁ କୁ ନେଇ ଥାନାରେ ଲିଖିତ ଅଭିଯୋଗ ଆଣିଲେ ପରିବାର...