ସୋନପୁର: କୁଶାମାଲ ପ୍ରାଥମିକ ବିଦ୍ୟାଳୟ ରେ ତୃତୀୟ ଶିକ୍ଷୟତ୍ରୀ ଙ୍କ ଆବଶ୍ୟକତା ନାହିଁ
କୁଶାମାଲ ପ୍ରାଥମିକ ବିଦ୍ୟାଳୟ ରେ ତୃତୀୟ ଶିକ୍ଷୟତ୍ରୀ ଙ୍କ ଆବଶ୍ୟକତା ନାହିଁ। କିଛିଦିନ ପୂର୍ବରୁ ମାନ୍ୟବର ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ଓ ଜିଲ୍ଲା କମିଟି ଙ୍କ ଅନୁମୋଦନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ କୁଶାମାଲ ପ୍ରାଥମିକ ବିଦ୍ୟାଳୟ କୁ ଆଉ ଜଣେ ଶିକ୍ଷୟତ୍ରୀ ଙ୍କୁ ଯୋଗଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ। ଏହି ନୂତନ ଶିକ୍ଷୟତ୍ରୀ ଙ୍କ ଯୋଗଦାନ ନ କରେଇ ସ୍କୁଲ ରେ ତାଲା ପକାଇଥିଲେ ଅଭିଭାବକ। ଆଜି ପୁଣି ଏହା ବିରୋଧରେ ଗ୍ରାମବାସୀ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଅଧିକାରୀ ଙ୍କୁ ଭ