ଦିଲ୍ଲୀରେ ଆୟୋଜିତ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଟିଟିଲାଗଡ଼ ଡିଏଭି ମହାବିଦଳୟର ତିନି ଛାତ୍ର ଓ ଜଣେ ଛାତ୍ରୀ ନେଲେ ଭାଗ - ଫେରିବା ପରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଟିଟିଲାଗଡ଼ - ଟିଟିଲାଗଡ଼ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ପ୍ରିନ୍ସ ଶର୍ମା କର୍ତ୍ତବ୍ୟ ପଥରେ ପ୍ୟାରେଡ, କୁନି ମାଝୀ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ରେଲି ଜୋନରେ ତୁଳସୀ ପ୍ରସାଦ ଦେଓ, ରାଷ୍ଟ୍ରପତି ଭବନରେ ଗ୍ରୁପ ସଙ୍ଗରେ ଦଳ ଗୋବିନ୍ଦ ତାଣ୍ଡି ଅଂଶ ଗ୍ରହଣ କରି ନିଜ ମହାବିଦ୍ୟାଳୟ ପାଇଁ ଗର୍ବ ଆଣିଛନ୍ତି। ଚଳିତ ବର୍ଷ ଦିଲ୍ଲୀ ଠାରେ ଦେଶର ଗଣତନ୍ତ୍ର ଦିବସ ପ୍ୟାର