ରେଙ୍ଗାଲି: ଖିଣ୍ଡା ଗ୍ରାମ ପଞ୍ଚାୟତରେ ଏକ ନୂତନ ଡାକଘର ଉଦଘାଟିତ
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଖିଣ୍ଡା ଗ୍ରାମପଞ୍ଚାୟତ ରେ ଆଜି ଦିନ 11 ଟା 30 ମିନିଟ ସମୟରେ ଏକ ନୂତନ ଡାକ ଘରର ଉଦଘାଟନ କାର୍ଯ୍ୟକ୍ରମ ହୋଇଯାଇଛି l ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଖିଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଡାକ ଘରର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଡାକ ଘରର ଉଦଘାଟନୀ ରେ ସରପଞ୍ଚ ନଡ଼ିଆ ପିଟି ଥିବା ବେଳେ ଡାକ ଘରର ଅଧିକାରୀ ଫିତା କାଟି ଏହା କୁ ଉଦଘାଟନ କରିଥିଲେ l