ଶୁଳିଆପଦା ଥାନା ଅଧୀନ କୋଷ୍ଠା ଉପକଣ୍ଠ ମହୁଲିଛକ ଠାରେ ଶୁଳିଆପଦା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହଜନକ ଭାବରେ ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ ଭ୍ୟାନକୁ ପିଛାକରୁଥିବା ସମୟରେ ଖସି ପଳାଇବାକୁ ଚେଷ୍ଟାକରୁଥିବା ଗୋରୁ ବୋଝେଇ ପିକଅପ ଭ୍ୟାତି ଦୁର୍ଘଟଣାଗ୍ରସ୍ତ ହେବା ଘଟଣରେ ମଙ୍ଗଳବାର ରାତି ଦଶଟାରେ ମାମଲା ରୁଜକଲା ଶୂଳିଆପଦା ପୁଲିସ l