ଦୁସୁପାଲି ବୁଲାଣି ରାସ୍ତାରେ kar ବାଇକ ମୁହାଁ ମୁହିଁ ଧକ୍କା, ଦୁଇ ଗୁରୀତାର l ସୂଚନା ଅନୁସାରେ ଏକ କର ସୋନପୁର ପଟରୁ ଉଲୁଣ୍ଡା ପଟକୁ ଆଉଥିବା ବେଳେ ଉଲୁଣ୍ଡା ପଟରୁ ସୋନପୁର ପଟକୁ ଏକ ବାଇକ ସହ ମୁହାଁ ମୁହିଁ ହୋଇଥିଲା l ଫଳରେ ବାଇକ ରେ ଥିବା ଦୁଇଜଣ ଯିବାକୁ ଛିଟିକି ପଡ଼ିଥିଲେ l ଘଟଣା ଅଥଳରୁ ଉଭୟଙ୍କି ଉଫଂହାର ଲାରି ଜିଲ୍ଲଳା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିବା ଜଣାପଡିଛି l ଦୁର୍ଘଟଣାରେ କାର ଚୁରମାର ହୋଇଯାଇଥିବା ବେଳେ ପ୍ଲସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଚଜି l