ଜୁନାଗଡ: ଜୁନାଗଡ଼ ହାଇସ୍କୁଲ ରେ ସମ୍ବିଧାନ ଦିବସ ପାଳିତ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ଏଓଏସସିଏଫ ଜିଲ୍ଲା ସଭାପତି ବସନ୍ତ ନାଏକ, ରିଟେଡ଼ ଜେଲର ପ୍ରେମାନନ୍ଦ ବାଗ ସମେତ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥାଇ ସମ୍ବିଧାନ ସମସ୍ତେ ପଢିଲେ ନିଜର ମୌଳିକ ଅଧିକାର ବିଷୟରେ ଜାଣିପାରିବେ ବୋଲି ବକ୍ତବ୍ୟ ରଖିଥିଲେ।