ପାରଳାଖେମୁଣ୍ଡି: ମାଣିକପୁର ହନୁମାନ ମନ୍ଦିର ଠାରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲା ମୋହନା ବ୍ଲକ ମାଣିକ ପୁର ହନୁମାନ ମନ୍ଦିର ଠାରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷ୍ୟ ରୁ କେନ୍ଦ୍ର ସରକାର ଙ୍କ ମା ପାଇଁ ଗଛ ଟି କାର୍ଯ୍ୟକ୍ରମ ମଙ୍ଗଳବାର 4ଟା ରେ ଅନୁଷ୍ଠିତ ହେଇଥିଲେ ସମସ୍ତ କର୍ମୀ ଗୋଟିଏ ଗୋଟିଏ ଗଛ ଲଗାଇଥିଲେ ସେ ଗଛ ର ଯତ୍ନ ନେବାକୁ ସପ୍ତ କରିଛନ୍ତି