ମହୁଲପାଲି: ଲାରିଆପାଲି ଠାରେ ଖରିଫ ଋତୁ ଫସଲର ବିହନ, କୀଟନାଶକ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗ ଦେଲେ ମନ୍ତ୍ରୀ ରବି ନାଏକ
Mahulpalli, Sambalpur | Jul 29, 2025
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ଜରିଆରେ ମଙ୍ଗଳବାର ଦିନ ଲାରିଆପାଲି ଠାରେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ...