ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁପାଲି ବୁଲାଣୀ ନିକଟରେ କାର ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ୨ ଗୁରୁତର ଜଣେ ଆହତ ସଦର ଡାକ୍ତରଖାନାରେ ଭର୍ତ୍ତି। ଉଲୁଣ୍ଡା ବ୍ଲକ ଗଉଡ଼ଗାଁର ଦୁଇ ଯୁବକ ଧର୍ମଶାଳା କ୍ରିକେଟ ଖେଳିବା ପାଇଁ ଆସୁଥିବା ବେଳେ ଡୁଡୁପାଲି ବୁଲାଣୀ ନିକଟରେ କାର ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।ଯାହା ଫଳରେ ମୁଧୁସୁଦନ ସେଠୀ ଓ ଜଗନ ସେଠୀ ଗୁରୁବାର ହୋଇ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ।କାର ଚାଳକ ହିକୁଡି ଗାଁରେ ହରିହର କର୍ଣ୍ଣ ମଧ୍ୟ ଆହତ ହୋଇ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।