କାର ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ରେ କାର ର ଚାଳକ ଗୁରୁତର ଆହାତ ହୋଇଥିବା ବେଳେ ୩ ଜଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଘଟଣା ରୁ ଜଣା ପଡିଛି ଯେ ଅନୁଗୋଳ ରୁ ସମ୍ବଲପୁର ଅଭିମୁଖେ ଡେଜି ନାମକ ଏକ ଘରେଇ ଯାତ୍ରୀବାହି ବସ ଯାଉଥିବା ବେଳେ କଟକ ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର ନମ୍ବର ( ଓଡି ୧୫ ଏଏ ୭୫୭୫ ) ବସ ପଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ରେ କାର ବସିଥିବା ୪ ଜଣ ଙ୍କ ମ